ରୋଜଗାର ବଢାଇବା ପାଇଁ କରନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ରରେ କିଛି ଏପରି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାଦ୍ୱାରା ପରିବାର ସଦସ୍ୟଙ୍କର ରୋଜଗାର ବଢିବା ସହ ସଞ୍ଚୟ ମଧ୍ୟ ହୋଇଥାଏ। ମା ଲକ୍ଷ୍ମୀ ଓ କୁବେରଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ନିୟମ ବର୍ଣ୍ଣନା କରାଯାଇଛି। ଏହି ସମସ୍ତ ଉପାୟ କରିବା ଦ୍ୱାରା ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ। ଏହି ଗ୍ରନ୍ଥରେ ଘରର ମୁଖ୍ୟଦ୍ୱାରରୁ ଆରମ୍ଭ କରି ପ୍ରତ୍ୟେକ ସ୍ଥାନରେ କିଛି ଉପାୟ କରିବା ବିଷୟରେ ବର୍ଣ୍ଣନା କରାଯାଇଛି। ରୋଜଗାର ବଢାଇବା ପାଇଁ ଘରର … Continue reading ରୋଜଗାର ବଢାଇବା ପାଇଁ କରନ୍ତୁ ଏହି ଉପାୟ